Copyright © 2007 Red Hat, Inc.
ଏହି CD-ROM ର ବିଷୟବସ୍ତୁ © ୨୦୦୭ Red Hat, Inc. ଏବଂ ଅନ୍ଯାନ୍ଯ ସ୍ବତ୍ତ୍ବାଧୀକାର ଅଧୀନରେ ଅଛି। ବିତରଣ ନୀତି ପାଇଁ ପ୍ରତ୍ଯେକ ପ୍ଯାକେଜ ଉତ୍ସରେ ଥିବା ବ୍ଯକ୍ତିଗତ ସ୍ବତ୍ତ୍ବାଧୀକାର ସୂଚନାକୁ ପଢନ୍ତୁ। Red Hat, Inc. ଦ୍ବାରା ସ୍ବତ୍ତ୍ବାଧୀକାର କରାଯାଇଥିବା ଉପକରଣ ମାନଙ୍କର ବିତରଣ ନୀତି ଗୁଡିକୁ EULA ଫାଇଲରେ ଉଲ୍ଲେଖ କରାଯାଇଛି।
Red Hat ଏବଂ RPM, Red Hat, Inc. ର ଟ୍ରେଡମାର୍କ ଅଟନ୍ତି।
Red Hat Enterprise Linux କୁ CD-ROM ସ୍ଥାପନ ଏବଂ CD-ROM ଉତ୍ସ ସଙ୍କେତ ଧାରଣ କରିଥିବା ଏକାଧିକ CD-ROM ରେ ବିତରଣ କରାଯାଏ।
ପ୍ରଥମ ସ୍ଥାପନ CD-ROM କୁ ଅଧିକାଂଶ ଆଧୁନିକ ତନ୍ତ୍ରର ସ୍ଥାପନରେ ସିଧାସଳଖ ଭାବରେ ବୁଟ କରାଯାଇ ପାରିବ, ଏବଂ ଏହା ନିମ୍ନଲିଖିତ ଡିରେକ୍ଟୋରି ସଂରଚନାକୁ ଧାରଣ କରିଥାଏ (ଯେଉଁଠାରେ /media/cdrom CD-ROM ର ଆରୋହ ବିନ୍ଦୁ ଅଟେ):
/media/cdrom |----> Server -- ପ୍ରମୂଖ ସେବକ ଉତ୍ପାଦର ଦ୍ବି-ଆଧାରୀ ପ୍ଯାକେଜ | `----> repodata -- Red Hat ର ଏହି ସଂସ୍କରଣ ବିଷୟରେ ସୂଚନା | ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ Enterprise Linux | |----> Cluster -- ଫେଲ-ଅଭର ଏକତ୍ରିକରଣ ଏବଂ ସ୍ଥାପନ ନିୟନ୍ତ୍ରଣ ପାଇଁ ଦ୍ବି-ଆଧାରୀ ପ୍ଯାକେଜ | ବିକଳ୍ପ | `----> repodata -- ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ କ୍ଲଷ୍ଟର ସମ୍ବନ୍ଧୀତ | ସୂଚନା |----> ClusterStorage -- ସମାନ୍ତରାଳ ଏକତ୍ରିତ ଫାଇଲତନ୍ତ୍ର ଏବଂ ଏକତ୍ରିତ ଘନଫଳ ପରିଚାଳନା ବିକଳ୍ପ ପାଇଁ | ଦ୍ବି-ଆଧାରୀ ପ୍ଯାକେଜ | `----> repodata -- ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ ClusterStorage ସମ୍ବନ୍ଧୀତ | ସୂଚନା |----> VT -- ଆଭାସୀକରଣ ବିକଳ୍ପ ପାଇଁ ଦ୍ବି-ଆଧାରୀ ପ୍ଯାକେଜ | `----> repodata -- ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ ଆଭାସୀକରଣ ବିକଳ୍ପ | ସମ୍ବନ୍ଧୀତ ସୂଚନା |----> images -- CD-ROM ପ୍ରତିଛବିକୁ ବୁଟ କରନ୍ତୁ |----> isolinux -- CD ରୁ ବୁଟ କରିବା ପାଇଁ ବ୍ଯବହୃତ ଫାଇଲ ଗୁଡିକ |----> README -- ଏହି ଫାଇଲ |----> RELEASE-NOTES -- Red Hat Enterprise Linux ର ଏହି ସଂସ୍କରଣ ବିଷୟରେ |----> Client -- ପ୍ରମୂଖ "knowledgeworker" ଡେସ୍କଟପର ଦ୍ବି-ଆଧାରୀ ପ୍ଯାକେଜ | `----> repodata -- Red Hat ର ଏହି ସଂସ୍କରଣ ବିଷୟରେ ସୂଚନା | ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ Enterprise Linux | |----> Workstation -- ବିକାଶ ଏବଂ ଯାନ୍ତ୍ରିକ କାର୍ଯ୍ଯସ୍ଥଳୀ ବିକଳ୍ପ ପାଇଁ | ଦ୍ବି-ଆଧାରୀ ପ୍ଯାକେଜ | `----> repodata -- ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ ClusterStorage ସମ୍ବନ୍ଧୀତ | ସୂଚନା |----> VT -- ଆଭାସୀକରଣ ବିକଳ୍ପ ପାଇଁ ଦ୍ବି-ଆଧାରୀ ପ୍ଯାକେଜ | `----> repodata -- ସ୍ଥାପନ ପ୍ରକ୍ରିୟା ଦ୍ବାରା ବ୍ଯବହୃତ ଆଭାସୀକରଣ ବିକଳ୍ପ ସମ୍ବନ୍ଧୀତ ସୂଚନା |----> images -- ସି.ଡି. ରମ୍ ପ୍ରତିଛବିକୁ ବୁଟ କରନ୍ତୁ |----> isolinux -- CD ରୁ ବୁଟ କରିବା ପାଇଁ ବ୍ଯବହୃତ ଫାଇଲ ଗୁଡିକ |----> README -- ଏହି ଫାଇଲ |----> RELEASE-NOTES -- Red Hat Enterprise Linux ର ଏହି ସଂସ୍କରଣ | ବିଷୟରେ ନବୀନତମ ସୂଚନା `----> RPM-GPG-KEY-redhat-release -- Red Hat ରୁ ପ୍ଯାକେଜ ମାନଙ୍କୁ ପାଇବା ପାଇଁ GPG ସ୍ବାକ୍ଷର
ପ୍ରତ୍ଯେକ ଉତ୍ସ ସଙ୍କେତ CD-ROM ପାଇଁ ଡିରେକ୍ଟୋରି ବିନ୍ଯାସକୁ ତଳେ ଉଲ୍ଲେଖ କରାଯାଇଛି:
/media/cdrom |----> SRPMS -- ଉତ୍ସ ପ୍ଯାକେଜ `----> RPM-GPG-KEY-redhat-release -- Red Hat ରୁ ପ୍ଯାକେଜ ମାନଙ୍କୁ ପାଇବା ପାଇଁ GPG ସ୍ବାକ୍ଷର
ଯଦି ଆପଣ NFS, FTP, କିମ୍ବା HTTP ସ୍ଥାପନ ପାଇଁ ସ୍ଥାପନ ବୃକ୍ଷକୁ ବ୍ଯବସ୍ଥାପିତ କରୁଛନ୍ତି, ତାହାହେଲେ ଆପଣ ନିଶ୍ଚିତ ରୂପରେ ସମସ୍ତ ପ୍ରଚାଳନ ତନ୍ତ୍ର CD-ROM ରେ RELEASE-NOTES ଫାଇଲଏବଂ RedHat ଡିରେକ୍ଟୋରିର ସମସ୍ତ ଫାଇଲକୁ ନକଲ କରିବା ଉଚିତ। Linux ଏବଂ UNIX ତନ୍ତ୍ର ମାନଙ୍କରେ, ନିମ୍ନଲିଖିତ ପ୍ରକ୍ରିୟା ଆପଣଙ୍କ ସେବକରେ ଲକ୍ଷ୍ଯ ଡିରେକ୍ଟୋରିକୁ ସୁଚାରୁରୂପେ ବିନ୍ଯାସ କରିଦେବ (ପ୍ରତ୍ଯେକ CD-ROM ପାଇଁ ପୁନରାବୃତ୍ତି କରନ୍ତୁ):
CD-ROM ଭର୍ତ୍ତୀ କରନ୍ତୁ
mount /media/cdrom
cp -a /media/cdrom/Server <target-directory>
cp /media/cdrom/RELEASE-NOTES* <target-directory> (କେବଳ ସ୍ଥାପନ ସି.ଡି. ୧)
umount /media/cdrom
(ଯେଉଁଠାରେ <target-directory> ସ୍ଥାପନ ବୃକ୍ଷରେ ଅନ୍ତର୍ଭୂକ୍ତ କରିବା ପାଇଁ ଡିରେକ୍ଟୋରି ପଥକୁ ଦର୍ଶାଇ ଥାଏ।)
ଅତିରିକ୍ତ CD-ROM, କିମ୍ବା କୌଣସି ସ୍ତରୀଭୂତ ଉତ୍ପାଦ CD-ROM କୁ ନକଲ କରନ୍ତୁ ନାହିଁ, କାରଣ ତାହା ଆନାକୋଣ୍ଡାର ସଠିକ ଚାଳନ ପାଇଁ ଆବଶ୍ଯକ ଫାଇଲ ମାନଙ୍କୁ ନବଲିଖନ କରିଦେବ।
Red Hat Enterprise Linux ପରେ ଏହି CD-ROM ଗୁଡିକୁ ନିଶ୍ଚିତ ରୂପରେ ସ୍ଥାପନ କରାଯିବା ଉଚିତ।
ଅଧିକାଂଶ କମ୍ପୁଟର ବର୍ତ୍ତମାନ CD-ROM ରୁ ସ୍ବତଃ ବୁଟ ହୋଇ ପାରିବେ। ଯଦି ଆପଣଙ୍କ ପାଖରେ ସେଭଳି ଏକ ଯନ୍ତ୍ର ଅଛି (ଏବଂ ଏହା ସୁଚାରୁରୂପେ ବିନ୍ଯାସ କରାଯାଇଛି) ତାହାହେଲେ ଆପଣ Red Hat Enterprise Linux ସ୍ଥାପନ CD-ROM ୧ କୁ ସିଧାସଳଖ ଭାବରେ ବୁଟ କରିପାରିବେ। Red Hat Enterprise Linux ପ୍ରୋଗ୍ରାମ ବୁଟ କରିବା ପରେ ପ୍ରାରମ୍ଭ ହେବ, ଏବଂ ଆପଣ CD-ROM ରୁ ଆପଣଙ୍କ ତନ୍ତ୍ରକୁ ସ୍ଥାପନ କରିପାରିବେ।
images/ ଡିରେକ୍ଟୋରି bootiso ଫାଇଲକୁ ଧାରଣ କରିଅଛି। ଏହି ଫାଇଲଟି ଗୋଟିଏ ISO ପ୍ରତିଛବି ଅଟେ ଯାହାକୁ Red Hat Enterprise Linux ସ୍ଥାପନ ପ୍ରୋଗ୍ରାମକୁ ବୁଟ କରିବା ପାଇଁ ବ୍ଯବହାର କରାଯାଇ କରାଯାଇ ପାରିବ। ଏହା ନେଟୱାର୍କ ଆଧାରିତ ସ୍ଥାପନର ଗୋଟିଏ ସହଜ ଉପାୟ ଅଟେ। boot.iso କୁ ବ୍ଯବହାର କରିବା ପାଇଁ, ଆପଣଙ୍କ କମ୍ପୁଟର CD-ROM ଡ୍ରାଇଭରୁ ବୁଟ କରିବା ପାଇଁ ସକ୍ଷମ ହେବା ଉଚିତ, ଏବଂ ଏପରି କରିବା ପାଇଁ ଏହାର BIOS ସେଟିଙ୍ଗ ବିନ୍ଯାସ ହୋଇଥିବା ଆବଶ୍ଯକ। ଆପଣ ସେତେବେଳେ ନିଶ୍ଚିତ ରୂପରେ boot.iso କୁ ଗୋଟିଏ ଅନୁଲିପି କରିବା ଯୋଗ୍ଯ/ପୁନଃଲିଖନ ଯୋଗ୍ଯ CD-ROM ରେ ଲେଖିବା ଉଚିତ।
images/ ଡିରେକ୍ଟୋରି diskboot.img ପ୍ରତିଛବି ଫାଇଲକୁ ଧାରଣ କରିଅଛି। ଏହି ଫାଇଲକୁ ୟୁ.ଏସ.ବି. ପେନ-ଡ୍ରାଇଭ (କିମ୍ବା ଡିସ୍କେଟ ଡ୍ରାଇଭର ଠାରୁ ଅଧିକ ସାମର୍ଥ୍ଯ ଥିବା ଅନ୍ଯାନ୍ଯ ବୁଟଯୋଗ୍ଯ ମାଧ୍ଯମ) ସହିତ ବ୍ଯବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି। ପ୍ରତିଛବିକୁ ଲେଖିବା ପାଇଁ dd ନିର୍ଦ୍ଦେଶକୁ ବ୍ଯବହାର କରନ୍ତୁ।
ଗୋଟିଏ ୟୁ.ଏସ.ବି. ପେନ-ଡ୍ରାଇଭ ସହିତ ଏହି ପ୍ରତିଛବି ଫାଇଲକୁ ବ୍ଯବହାର କରିବାର କ୍ଷମତା ଗୋଟିଏ ୟୁ.ଏସ.ବି. ଉପକରଣରୁ ଆପଣଙ୍କ ତନ୍ତ୍ରର BIOS କୁ ବୁଟ କରିବାର ଦକ୍ଷତା ଉପରେ ନିର୍ଭର କରିଥାଏ।
ଯେଉଁ ମାନଙ୍କ ପାଖରେ ଇଣ୍ଟରନେଟ ସଂଯୋଗ ଅଛି, ସେମାନେ http://www.redhat.com କୁ ଯାଆନ୍ତୁ। ବିଶେଷକରି, ଆମର ଡାକ ସୂଚୀକୁ ଆପଣ ଏଠାରେ ଅଭିଗମ କରିପାରିବେ:
http://www.redhat.com/mailing-lists
ଆପଣଙ୍କ ନିକଟରେ ଇଣ୍ଟରନେଟ ସଂଯୋଗ ନଥିଲେ ମଧ୍ଯ ଆପଣ ପ୍ରମୂଖ ଡାକ ସୂଚୀର ସଦସ୍ଯତା ଗ୍ରହଣ କରିପାରିବେ।
ସଦସ୍ଯ ହେବା ପାଇଁ, rhelv5-announce@redhat.com ଏବଂ rhelv5-beta-list@redhat.com କୁ ବିଷୟ ପଂକ୍ତିରେ subscribe ଅନ୍ତର୍ଭୂକ୍ତ କରି ଚିଠି ପଠାନ୍ତୁ। ଆପଣ ଏହି ଅଂଶକୁ ଖାଲି ଛାଡି ପାରନ୍ତି।
ପ୍ରକାଶନ ଟିପ୍ପଣୀର ଏହି ସଂସ୍କରଣରେ Red Hat Enterprise Linux ର କିଛି ଅଦ୍ଯତନ ମିଳି ନ ପାରେ। ପ୍ରକାଶନ ଟିପ୍ପଣୀର ଗୋଟିଏ ଅଦ୍ଯତିତ ସଂସ୍କରଣ ଏହି ୟୁ.ଆର.ଏଲ. ରୁ ମଧ୍ଯ ମିଳିପାରିବ:
http://www.redhat.com/docs/manuals/enterprise/RHEL-5-manual/index.html
As required by U.S. law, user represents and warrants that it: (a) understands that certain of the software are subject to export controls under the U.S. Commerce Departments Export Administration Regulations (EAR); (b) is not located in a prohibited destination country under the EAR or U.S. sanctions regulations (currently Cuba, Iran, Iraq, Libya, North Korea, Sudan and Syria); (c) will not export, re-export, or transfer the software to any prohibited destination, entity, or individual without the necessary export license(s) or authorizations(s) from the U.S. Government; (d) will not use or transfer the software for use in any sensitive nuclear, chemical or biological weapons, or missile technology end-uses unless authorized by the U.S. Government by regulation or specific license; (e) understands and agrees that if it is in the United States and exports or transfers the Software to eligible end users, it will, as required by EAR Section 741.17(e), submit semi-annual reports to the Commerce Departments Bureau of Industry & Security (BIS), which include the name and address (including country) of each transferee; and (f) understands that countries other than the United States may restrict the import, use, or export of encryption products and that it shall be solely responsible for compliance with any such import, use, or export restrictions.