Red Hat Enterprise Linux Version 5


www.redhat.com ବିଶ୍ବର ମୁଖ୍ଯ Open Source ସଫଟୱେର ବିତରଣ ଅନୁଷ୍ଠାନ ବିଷୟରେ ନବୀନତମ ସୂଚନା ଜାଣିବା ପାଇଁ ଉପରୋକ୍ତ ୟୁ.ଆର.ଏଲ. କୁ ଦେଖନ୍ତୁ।

Red Hat ନେଟୱାର୍କ ଆପଣଙ୍କ ତନ୍ତ୍ରକୁ Red Hat ନେଟୱାର୍କ ଦ୍ବାରା ସଫଳତା ପୂର୍ବକ ପରିଚାଳନ କରନ୍ତୁ।

ସାମଗ୍ରିକ ସହାୟତା ସେବା Red Hat Enterprise Linux ବିଷୟରେ ସହାୟତା ଆବଶ୍ଯକ କରୁଛନ୍ତି କି? ସାମଗ୍ରିକ ସହାୟତା ସେବା ପ୍ରବେଶପଥ ଆପଣଙ୍କ Linux ତନ୍ତ୍ରକୁ ପରିଚାଳନ କରିବା ପାଇଁ ସହାୟତାର ବ୍ଯାପକ ବିକଲ୍ପ ପ୍ରଦାନ କରିଥାଏ।

ସାମଗ୍ରିକ ଶିକ୍ଷା ସେବା ଆପଣ Red Hat Enterprise Linux ପାଇଛନ୍ତି, ବର୍ତ୍ତମାନ ତାହାକୁ ବ୍ଯବହାର କରିବା ପାଇଁ ତାଲିମ ଗ୍ରହଣ କରନ୍ତୁ। Red Hat ର ପ୍ରଶିକ୍ଷଣ ପାଠ୍ଯକ୍ରମ ଏବଂ ଉଦ୍ଯୋଗୀକ ସଂସ୍ଥା ମାନଙ୍କ ଦ୍ବାରା ସ୍ବୀକୃତ Linux ପ୍ରସାରର ସର୍ବୋଚ୍ଚ ମାନ୍ଯତାପ୍ରାପ୍ତ — ପ୍ରମାଣପତ୍ରକୁ ଯାଞ୍ଚ କରନ୍ତୁ।

JBossJBoss SOA ର ପଥକୁ ସରଳ କରୁଅଛି। ବିଶ୍ବର ସର୍ବଶ୍ରେଷ୍ଠ Open Source ମିଡିଲ-ୱେର ସଫଟୱେର ବିତରଣ ଅନୁଷ୍ଠାନ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଉପରୋକ୍ତ ୟୁ.ଆର.ଏଲ. କୁ ଦେଖନ୍ତୁ।